Varsha New Film: ପରଦାକୁ ଆସୁଛି ବର୍ଷାଙ୍କ ନୂଆ ଫିଲ୍ମ, ଶୁଭ ମହୁରତ ରେ କଲେ ପୂଜାର୍ଚ୍ଚନା

Thu, 11 Jan 2024-7:52 pm,

ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହୁଥିବା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ବେଶ କିଛିଦିନ ପରେ ପୁଣିଥରେ ଇନଷ୍ଟାଗ୍ରାମରେ ଭିଡିଓ ପୋଷ୍ଟ କରିଛନ୍ତି । ଏହି ଭିଡିଓଟି ଏବେ ବେଶ ଭାଇରାଲ ହେବାରେ ଲାଗିଛି । କାରଣ ଆଗକୁ ଆସୁଛି ବର୍ଷା ପ୍ରିୟଦର୍ଶିନୀଙ୍କ ନୂଆ ଫିଲ୍ମ ୱାଇଫ୍ । ଏହାର ଶୁଭ ମହୁରତ ଅନୁଷ୍ଠିତ ହୋଇଯାଇଛି। ଫିଲ୍ମର ଶୁଭ ମହୁରତରେ ବର୍ଷାଙ୍କ ସହ ଅନେକ କଳାକାର ମଧ୍ୟ ଯୋଗ ଦେଇଥିଲେ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link