Video: GYM ଭିତରୁ ଭାଇରାଲ ହେଲା ହାସ୍ୟ ଅଭିନେତା ଗୁଲୁଆଙ୍କ ଭିଡିଓ

ସୌଭାଗ୍ୟ ରଞ୍ଜନ ମିଶ୍ର Wed, 02 Oct 2024-10:40 pm,

Video: ନିଜ କଳା ମାଧ୍ୟମରେ ରାଜ୍ୟରେ ଲୋକପ୍ରିୟତା ହାସଲ କରିଛନ୍ତି ମିଷ୍ଟର ଗୁଲୁଆ । ୟୁଟୁବ ମାଧ୍ୟମରେ ଲୋକଙ୍କୁ ହସର ଖୋରାକ ଯୋଗାଇ ସେ ଏବେ ଘରେ ଘରେ ପରିଚିତ । ତେବେ ନିକଟରେ ଗୁଲୁଆ ଏକ ଭିଡିଓ ପୋଷ୍ଟ କରିଛନ୍ତି ନିଜ ସୋସିଆଲ ମିଡିଆରେ । ଯେଉଁଥିରେ ଦେଖିବାକୁ ମିଳିଛି ସେ, ଖବୁ କସରତ କରୁଛନ୍ତି ନିଜକୁ ଫିଟ୍ ରଖିବା ପାଇଁ । ଏହି ଭିଡିଓଟି ଖୁବ ଭାଇରାଲ ହେବାରେ ଲାଗିଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link