Video: କମେଡିଆନ ଗୁଲୁଆଙ୍କ ସତ ଆସିଲା ସାମ୍ନାକୁ ! ଦେଖନ୍ତୁ ଭିଡିଓ

ସୌଭାଗ୍ୟ ରଞ୍ଜନ ମିଶ୍ର Sat, 24 Aug 2024-7:01 pm,

Video: ହାସ୍ୟ ଅଭିନେତା ଗୁଲୁଆ ଖୁବ କମ ସମୟ ମଧ୍ୟରେ ନିଜକୁ ପ୍ରତିଷ୍ଠିତ କରାଇ ପାରିଛନ୍ତି । ବିଭିନ୍ନ ଭିଡିଓ ମାଧ୍ୟମରେ ସେ ଲୋକଙ୍କ ନିକଟରେ ମନୋରଞ୍ଜନର ଖୋରାକ ପହଞ୍ଚାନ୍ତି । ଟିଭି ପରଦା, ସିନେମା ହେଉ କି ୟୁଟୁବ୍ ସବୁଠି ଚାଲିଛି ଏବେ ଗୁଲୁଆଙ୍କ ରାଜ୍ । କେବଳ ସେତିକି ନୁହେଁ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର ରିଲ୍ସ ଅପଲୋଡ କରି ଦର୍ଶକଙ୍କ ଭଲ ପାଇବା ସାଉଣ୍ଟୁଛନ୍ତି ଗୁଲୁଆ । ସେମଧ୍ୟରୁ ଏହି ରିଲ୍ସଟି ଖୁବ ଭାଇରାଲ୍ ହେବାରେ ଲାଗିଛି ।  

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link