Raju Das Video: ସାହୁ ବାବୁ ଗେଟଅପ୍ ରେ ଯେତେବେଳେ ଷ୍ଟେଜକୁ ସରପ୍ରାଇଜ୍ ଭିଜିଟ୍ କଲେ...

ରଶ୍ମିତା ସାହୁ Fri, 29 Sep 2023-12:47 pm,

ଓଡ଼ିଆ କମେଡିଆନ ରାଜୁଦାସଙ୍କୁ କିଏ ବା ନଜାଣେ । ସାହୁ ବାବୁ ଭେରାଇଟି ଷ୍ଟୋର ଠାରୁ ଆରମ୍ଭ କରି ଅନେକ କମେଡି ୟ୍ୟୁଟ୍ୟୁବ ଭିଡିଓରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ରାଜୁ ଦାସ୍ । ତେବେ କିଛିଦିନ ତଳେ ସେୟାର ହୋଇଥିବା ଏକ ଭିଡିଓ ରେ ଦେଖିବାକୁ ମିଳୁଛି ଯେ, କମେଡିଆନ ରାଜୁ ଦାସ ଏକ ଷ୍ଟେଜ ପ୍ରୋଗ୍ରାମରେ ସାହୁ ବାବୁ ଗେଟଅପରେ ପହଞ୍ଚୁଛନ୍ତି । ତେବେ ତାଙ୍କୁ ଦେଖି ତାଙ୍କ ପ୍ରଂଶସକ ମାନେ ଖୁସିରେ ନାଚି ଉଠିଛନ୍ତି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link