Video: ହାସ୍ୟ ଅଭିନେତା ଟୁକୁନାଙ୍କ ଏହି ଭିଡିଓ ହେଉଛି ଭାଇରାଲ୍

ସୌଭାଗ୍ୟ ରଞ୍ଜନ ମିଶ୍ର Mon, 02 Sep 2024-10:54 pm,

Video: ଦମଦାର କମେଡି ମାଧ୍ୟମରେ ଲୋକଙ୍କ ମନ ଜିଣିଥିବା ଟୁକୁନାଙ୍କୁ ୟୁଟୁବ ଦେଇଥିଲା ପରିଚୟ । ଅନେକ ପରିଶ୍ରମ ପରେ ଶେଷରେ ସଫଳତାର ସ୍ୱାଦ ଚାଖିଛନ୍ତି ଟୁକୁନା । ବର୍ତ୍ତମାନ ମଧ୍ୟ ଆଗକୁ ବଢିବା ପାଇଁ ଏବଂ ଦର୍ଶକଙ୍କୁ ନୂଆ ସ୍ୱାଦର ମନୋରଞ୍ଜନ ଯୋଗାଇବା ପାଇଁ ଚେଷ୍ଟାରତ ଅଛନ୍ତି ଟୁକୁନା । ସୋସିଆଲ ମିଡିଆରେ ଟୁକୁନାଙ୍କର କିଛି ରିଲ୍ସ ଭାଇରାଲ୍ ହେବାରେ ଲାଗିଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link