Dasam Release: ନେଦରଲ୍ୟାଣ୍ଡର କିନୋପଲିସରେ ରିଲିଜ ହେଲା ଓଡ଼ିଆ ସିନେମା ଦଶମ

Sun, 21 Apr 2024-12:13 pm,

ନେଦରଲେଣ୍ଡ ର କିନୋପୋଲିସ ରେ ରିଲିଜ ହେଲା ଓଡ଼ିଆ ସିନେମା ଦଶମ | ପୂର୍ବ ରୁ ଜାନୁଆରୀ ମାସରେ ଓଡିଶା ରେ ଏହି ଫିଲ୍ମ ଟି ରିଲିଜ ହୋଇ ସାରିଥବା ବେଳେ ବିଦେଶ ମାଟି ରେ ସେଠାକାର ଦର୍ଶକ ଙ୍କ ପାଇଁ ସ୍କ୍ରିନିଂଗ କଲେ ''ଓସକାନ'' | ନେଦରଲେଣ୍ଡ ରେ ରହୁଥିବା ପ୍ରବାସୀ ଓଡ଼ିଆ ସଂଗଠନ ଓସକାନ ପକ୍ଷରୁ ଏହି ସିନେମା ଟିକୁ ପୁଣି ଥରେ ୨୦ ଏପ୍ରିଲ ରେ ରିଲିଜ କରାଯାଇଛି | କିନୋପୋଲିସ ରେ ଆୟୋଜିତ ଏହି ସ୍କ୍ରିନିଂଗ ରେ ବହୁ ଓଡ଼ିଆ ସିନେମା ଟିକୁ ଦେଖି ବେଶ ଉପଭୋଗ କରିଥିଲେ |

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link