Apasara Rani: ଫିଲ୍ମ ରିଲିଜ ପୂର୍ବରୁ ହିରୋଇନ ଅପସରା ରାନୀଙ୍କ ଭିଡିଓ Viral

Rashmita Sahoo Thu, 05 Sep 2024-4:26 pm,

ରିଲିଜ୍ ହେବାକୁ ଯାଉଛି ଓଡ଼ିଆ ଫିଲ୍ମ ଆଇ ଲଭ ୟୁ ଟୁ । ତେବେ ଏହିଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିବେ ଅପସରା ରାନୀ ଓ ନବାଗତ ଆଦିତ୍ୟ ମହାପାତ୍ର। ତେବେ ଏହାପୂର୍ବରୁ ଏହାର ଟାଇଟଲ ଟ୍ରାକ ରିଲିଜ ସରିଛି। । ଯାହାକୁ ନେଇ ବେଶ ଚର୍ଚ୍ଚାରେ ରହିଛନ୍ତି ପ୍ରଯୋଜକ ଙ୍କ ଠୁ ଆରମ୍ଭ କରି ଅଭିନେତା ଓ ଅଭିନେତ୍ରୀ । ତେବେ ଅଭିନେତ୍ରୀ ଅପସରା ରାନୀ ନିଜ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ସେ ରାଧା ବେଶରେ ନଜର ଆସିଛନ୍ତି। ଏହି ଭିଡିଓଟିକୁ ତାଙ୍କ ଫ୍ୟାନ୍ସ ମାନେ ବେଶ ପସନ୍ଦ କରିଛନ୍ତି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link