Manmay Dey: କାନ୍ଧରେ ବେଲଚା ପକେଇ ମନ୍ମୟେଙ୍କୁ କିଏ ମାଗିଲା ଫିଲ୍ମ ଟିକେଟ, ଭିଡିଓ ଭାଇରାଲ

Rashmita Sahoo Tue, 15 Oct 2024-3:26 pm,

Manmay Dey:ରୂପେଲି ପରଦାରେ ଝଡ଼ ସୃଷ୍ଟି କରିଛି ଫିଲ୍ମ କର୍ମ। ସମସ୍ତଙ୍କ ମୁହଁରେ ସେହି ଗୋଟିଏ କଥା କର୍ମ କର୍ମ କର୍ମ। ଅମୀୟ ପଟ୍ଟନାୟକ ପ୍ରଡକ୍ସନ ବ୍ୟାନରରେ ଅନୁପମ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ଓଲିଉଡ ଫିଲ୍ମ ‘କର୍ମ’ ପ୍ରଥମ ଦିନରୁ ହିଁ ଜବରଦସ୍ତ ଇନକମ କରି ସାରା ଓଡ଼ିଶା ନୁହେଁ ବାହାର ରାଜ୍ୟକୁ ବି ଚକିତ କରିଛି। କେବଳ ଓଡ଼ିଶା ନୁହେଁ ଓଡ଼ିଶା ବାହାରେ ବି କର୍ମ ଫିଲ୍ମର କ୍ରେଜ୍ ଦେଖିବାକୁ ମିଳିଛି। ତେବେ ଏହି ଫିଲ୍ମର ଷ୍ଟାରକାଷ୍ଟ ମାନେ ବି ନିଜ ଫିଲ୍ମର ପ୍ରମୋସନରେ ପଛରେ ପଡିନାହାଁନ୍ତି। ମନ୍ମୟେ ଦେ ଏହାକୁ ନେଇ ଏକ ଭିଡିଓ ସେୟାର କରିଛନ୍ତି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link