Video: ରଙ୍ଗମହଲ ଯାତ୍ରା ପେଣ୍ଡାଲ ଭିଡିଓ ଭାଇରାଲ୍

ସୌଭାଗ୍ୟ ରଞ୍ଜନ ମିଶ୍ର Sun, 01 Sep 2024-11:01 pm,

Video: ଓଡ଼ିଶା ଯାତ୍ରା ପ୍ରେମୀଙ୍କୁ ଅନେକ ସୁପରହିଟ୍ ନାଟକ ଭେଟିଦେଇଛି ଯାତ୍ରା ରଙ୍ଗମହଲ । କେବଳ ଯାଚ୍ରା ନୁହେଁ, ମେଲୋଡି ମାଧ୍ୟମରେ ମଧ୍ୟ ଦର୍ଶକଙ୍କ ମନୋରଞ୍ଜନ କରିବାରେ ରଙ୍ଗ ମହଲ ସର୍ବଦା ଚେଷ୍ଟା ଜାରି ରଖିଛି । ରଙ୍ଗମହଲ ଯାତ୍ରା ପେଣ୍ଡାଲର ଏହି ସୁପର ରେକଡଡ୍ୟାନ୍ସ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଆପଣ ମଧ୍ୟ ଦେଖନ୍ତୁ ଏବଂ ମଜା ନିଅନ୍ତୁ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link