Odia Jawan Sushant: ଝୁରୁଛି ଜନ୍ମମାଟି, ଝୁରୁଛି ମା କୋଳ: ନକ୍ସଲଙ୍କ ଗୁଳିରେ ସହିଦ ହେଲେ ଯବାନ ସୁଶାନ୍ତ

Sat, 12 Aug 2023-5:33 pm,

କେନ୍ଦୁଝର ର ଆନନ୍ଦପୁର ର ସୁଶାନ୍ତ ଖୁଣ୍ଟିଆ । ପୁରା କେନ୍ଦୁଝର ଶୋକାକୁଳ ପରିବେଶ ଶ୍ରୁଟି । କାନ୍ଦ ବୋବାଳି ରେ ଫତିପଡୁଛି ଜନ୍ମ ମାଟି। ଓଡିଶା ଝାରଖଣ୍ଡ ସୀମାନ୍ତ ସରଣ୍ଡା ସିଂହଭୂମି ଜଙ୍ଗଲ ରେ ନକ୍ସଲ ଓ ସି ଆର ପି ଯବାନ ଙ୍କ ମଧ୍ୟ ରେ ଗୁଳିବିନିମୟ ହୋଇଥିଲା। ଏହି ଗୁଳି କାଣ୍ଡ ରେ 60 ବାଟାଲିୟନ ର ହାବିଲଦାର ମୁନାଲଲ ଯାଦବ ଓ ହେଡ କନେଷ୍ଟବଳ ସୁଶାନ୍ତ ଖୁଣ୍ଟିଆ ଗୁରୁତର ଆହତ ହୋଇଥିଲେ। ଦୁଇ ଯବାନ କୁ ଏୟାରଲିଫ୍ଟ କରି ଏକ ଘରେଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ସେଠାରେ ତାଙ୍କର ମୃତୁ ଘଟିଥିଲା। ଏ ଖବର ମିଳିବ ପରେ ପୁରା କେନ୍ଦୁଝର ଜିଲ୍ଲାରେ ଶୋକାକୁଳ ପରିବେଶ ସୃଟି ହୋଇଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link