Video: ଏମିତି ଖୁଦୁରୁକୁଣୀ ପାଳିଲେ ଅଭିନେତ୍ରୀ ରୋମ୍ୟାଞ୍ଜଳୀ

ସୌଭାଗ୍ୟ ରଞ୍ଜନ ମିଶ୍ର Mon, 16 Sep 2024-7:53 pm,

Video: ନିଜର ଦମଦାର ଡ୍ୟାନ୍ସ ଏବଂ ଲୁକ ମାଧ୍ୟମରେ ଅନେକ ଗୁଡିଏ ମ୍ୟୁଜିକ୍ ଭିଡିଓ ଦ୍ୱାରା ଲୋକପ୍ରିୟ ହେବାରେ ସକ୍ଷମ ହୋଇପାରିଛନ୍ତି ଅଭିନେତ୍ରୀ ରୋମ୍ୟାଞ୍ଜଳୀ ପ୍ରିୟଦର୍ଶିନୀ । ଜଣେ ଖାଣ୍ଟି ଓଡ଼ିଆ ଝିଅ ଭାବେ ରୋମ୍ୟାଞ୍ଜଳୀ ଅନେକ ଓଷାବ୍ରତ ପାଳନ କରନ୍ତି । ନିକଟରେ ସେ ଖୁଦୁରୁକୁଣୀ ଓଷା ପାଳନ କରି ସୋସିଆଲ ମିଡିଆରେ ଭିଡିଓ ଅପଲୋଡ କରିଛନ୍ତି । ଏହି ଭିଡିଓକୁ ରୋମ୍ୟାଞ୍ଜଳୀଙ୍କ ପ୍ରଶଂସକମାନେ ଖୁବ ଭଲପାଇବା ଦେଇଥିବା କମେଣ୍ଟ ବକ୍ସରେ ଦେଖିବାକୁ ମିଳିଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link