Aseema Panda: ହେଭି ସ୍ନୋ ରେ ଫୁଲଅନ ମସ୍ତି କରୁଛନ୍ତି ଗାୟିକା ଅସୀମା ପଣ୍ଡା, ଦେଖନ୍ତୁ Video

Sun, 07 Apr 2024-6:52 pm,

ଅସୀମା ପଣ୍ଡାଙ୍କୁ କିଏ ବା ନଜାଣେ । ଘରେ ଘରେ ପରିଚିତ ଅସୀମା ପଣ୍ଡା । ଆଲବମ ହେଉ ବା ଭଜନ ଗୀତରେ ନିଜର ସୁନ୍ଦର କଣ୍ଠ ସାହାଯ୍ୟରେ ପୂରା ଓଡ଼ିଶାବାସୀଙ୍କୁ ବାନ୍ଧି ରଖିଛନ୍ତି ଅସୀମା। ଆଉ ଏବେ କିଛିଦିନ ହେଲା ସେ ନିଜର ବ୍ୟକ୍ତିଗତ ଜୀବନରେ ରିଲାକ୍ସ ହେବାକୁ ଏକ ଟୁରିଷ୍ଟ ପ୍ଲେସକୁ ଯାଇଛନ୍ତି । ସ୍ଥାନଟି ବିଶେଷ ଭାବରେ ଜଣାପଡୁନଥିଲେ ମଧ୍ୟ ହେଭି ସ୍ନୋ ରେ ମଜା ନେଉଛନ୍ତି ଗାୟିକା ଅସୀମା ପଣ୍ଡା।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link