ଜଙ୍ଗଲରୁ ଭାଇରାଲ୍ ହେଲା କଣ୍ଠଶିଳ୍ପୀ ଅସୀମା ପଣ୍ତାଙ୍କ ଏହି ଭିଡିଓ , ଦେଖନ୍ତୁ
Narmada Behera Wed, 04 Dec 2024-1:56 pm,
Asima Panda Viral Video: କଣ୍ଠଶିଳ୍ପୀ ଅସୀମା ପଣ୍ତା। ଏକାଧିକ ଓଡିଆ ଫିଲ୍ମ , ଆଲବମ୍ ଓ ଭଜନରେ ଗୀତ ଗାଇ ଦର୍ଶକଙ୍କ ମନ କିଣିଛନ୍ତି। ତେବେ, ଏହାରି ଭିତରେ ଅସୀମାଙ୍କ ଆଉ ଏକ ଜଙ୍ଗଲରୁ ଭାଇରାଲ୍ ହୋଇଛି। ଭାଇରାଲ୍ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ଅସୀମା ଜଙ୍ଗଲ ମଧ୍ୟରେ ଥିବା ଝରଣା ନିକଟରେ ବସି...