Asima Panda Viral Video: ସୋସିଆଲ ମଡିଆରେ ଘୂରି ବୁଲୁଛି କଣ୍ଠଶିଳ୍ପୀ ଅସୀମା ପଣ୍ତାଙ୍କ ଏହି ଭିଡିଓ, ଦେଖନ୍ତୁ

Narmada Behera Tue, 17 Sep 2024-11:42 am,

Asima Panda Viral Video: କଣ୍ଠଶିଳ୍ପୀ ଅସୀମା ପଣ୍ତା। ଓଡିଆ ସଙ୍ଗୀତ ଜଗତର ଜଣାଶୁଣା ନାଁ। ଏକାଧିକ ଆଲବମ୍ ଓ ଫିଲ୍ମ ରେ ସେ ଗୀତ ଦର୍ଶକଙ୍କ ମନ କିଣିଛନ୍ତି। କେବଳ ଓଡି଼ଶାରେ ନୁହେଁ ରାଜ୍ୟ ବାହାରେ ମଧ୍ୟ ଅସୀମାଙ୍କ ଫ୍ୟାନ୍ସଙ୍କ ଅଛନ୍ତି। ତେବେ, ଏହାରି ଭିତରେ ଅସୀମାଙ୍କ ଏକ ଭିଡିଓ ସୋସିଆଲ୍ ମଡିଆରେ ଜୋରାଦାର୍ ଭାଇରାଲ୍ ହେଉଛି। ଦେଖନ୍ତୁ ଏହି ଭିଡିଓ...

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link