Dipti Rekha Video: `ଝିଲିମିଲି ଆଜିକାଲି` ଗୀତରେ ଠୁମକା ଲଗାଇଲେ କଣ୍ଠଶିଳ୍ପୀ ଦୀପ୍ତିରେଖା, ଦେଖନ୍ତୁ ଏହି ଭିଡିଓ
Narmada Behera Tue, 22 Oct 2024-1:01 pm,
Dipti Rekha Video: ଓଡିଆ କଣ୍ଠଶିଳ୍ପୀ ଦୀପ୍ତିରେଖା ପାଢୀ। ଓଡିଆ ସଙ୍ଗୀତ ଜଗତର ପରିଚିତ ନାଁଟିଏ। ଦୀପ୍ତି ଏକାଧିକ ସିନେମା ଓ ଆଲବମ୍ ଗୀତ ଗାଇଛନ୍ତି। ସେ କେବଳ ଜଣେ କଣ୍ଠଶିଳ୍ପୀ ନୁହଁନ୍ତି, ଜଣେ ଅଭିନେତ୍ରୀ ମଧ୍ୟ। ଏକାଧିକ ଓଡିଆ ଧାରାବାହିକରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିଛି । ତେବେ, ଏହାରି ଭିତରେ ଦୀପ୍ତିରେଖାଙ୍କ ଆଉ ଏକ ଭିଡିଓ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହେଉଛି। ଦେଖନ୍ତୁ ହଳଦିଆ ଲେହେଙ୍ଗାରେ କିଭଳି ଡାନ୍ସ କରୁଛନ୍ତି ଦୀପ୍ତିରେଖା....