Dipti Rekha Video: ଫ୍ୟାନ୍ସ ଙ୍କ ହୋସ୍ ଉଡାଇବ ଦୀପ୍ତିରେଖା -ଅନୁଗୁଳିଆ ବଣ୍ଟିର ଏହି ଜବରଦସ୍ତ ଡାନ୍ସ , ଦେଖନ୍ତୁ ଭିଡିଓ
Narmada Behera Fri, 13 Sep 2024-12:28 pm,
Dipti Rekha Video: ଓଡିଆ ଅଭିନେତ୍ରୀ ତଥା କଣ୍ଠଶିଳ୍ପୀ ଦୀପ୍ତିରେଖା ପାଢୀ। ଓଡିଆ ସଙ୍ଗୀତ ଜଗତର ଜଣାଶୁଣା ନାଁଟିଏ। ଏକାଧିକ ଓଡିଆ ଧାରାବାହିକରେ ଦୀପ୍ତିଙ୍କୁ ଦେଖିବାକୁ ମିଳିଛି । ତେବେ, ଏହାରି ଭିତରେ ଦୀପ୍ତିରେଖା ଓ ୟୁଟୁବର ତଥା କମେଡିଆନ୍ ଅନୁଗୁଳିଆ ବଣ୍ଟିଙ୍କ ସହ ତାଙ୍କର ଏକ ଭିଡିଓ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହେଉଛି। ଦେଖନ୍ତୁ ଭିଡିଓ