Dipti Rekha Video: `ପରଦେଶିଆ ରାଜା`... ଗୀତରେ ଝୁମିଲେ କଣ୍ଠଶିଳ୍ପୀ ଦୀପ୍ତିରେଖା, ଦେଖନ୍ତୁ ଭିଡିଓ

Narmada Behera Sat, 21 Sep 2024-10:17 am,

Dipti Rekha Video: ଓଡିଆ କଣ୍ଠଶିଳ୍ପୀ ତଥା ଅଭିନେତ୍ରୀ ଦୀପ୍ତିରେଖା ପାଢୀ।  ଓଡିଆ ସଙ୍ଗୀତ ଜଗତର ଜଣାଶୁଣା ନାଁଟିଏ। ଦୀପ୍ତି ଏକାଧିକି ସିନେମା ଓ ଆଲବମ୍ ଗୀତ ଗାଇ ଦର୍ଶକଙ୍କ ମନ କିଣିଛନ୍ତି । କେବଳ ସେତିକି ନୁହେଁ, ତାଙ୍କୁ ଏକାଧିକ ଓଡିଆ ଧାରାବାହିକରେ ମଧ୍ୟ ଦେଖିବାକୁ ମିଳିଛି । ତେବେ, ଏହାରି ଭିତରେ ଦୀପ୍ତିରେଖାଙ୍କ ଆଉ ଏକ ଭିଡିଓ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହେଉଛି। ଦେଖନ୍ତୁ ଏହି ସୁନ୍ଦର ଭିଡିଓଟି...

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link