Video: ଏମିତି ସୁଟିଂ ହେଉଛି ଓଡ଼ିଆ ଗୀତ, ଦେଖନ୍ତୁ କଣ କରୁଛନ୍ତି ନିର୍ଦ୍ଦେଶକ

ସୌଭାଗ୍ୟ ରଞ୍ଜନ ମିଶ୍ର Sat, 31 Aug 2024-4:02 pm,

Video: ପ୍ରତି ସପ୍ତାହରେ ଅନେକ ନୂଆ ଗୀତ ରିଲିଜ୍ ହୋଇଥାଏ । ସଙ୍ଗୀତ ପ୍ରେମୀ ଯେଉଁ ଗୀତକୁ ଭଲ ପାଇବା ଦିଅନ୍ତି ସେହି ଗୀତ ହୋଇଯାଏ ହିଟ୍ । କିନ୍ତୁ ପ୍ରତିଟି ଗୀତ ପଛରେ ଥାଏ ନିର୍ଦ୍ଦେଶକଙ୍କ ସହ ପୂରା ଟିମର ଅକ୍ଳାନ୍ତ ପରିଶ୍ରମ । ଦେଖନ୍ତୁ ଏକ ନୂଆ ଓଡ଼ିଆ ଗୀତ ସୁଟିଂ ସେଟର କିଛି ଝଲକ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link