Viral Video: ଯାତ୍ରା ମଞ୍ଚ ନୁହେଁ ନଦୀକୂଳରୁ ଭାଇରାଲ୍ ହେଲା ଓଡିଆ ଭାଉଜଙ୍କ ଏହି ଭିଡିଓ, ଦେଖନ୍ତୁ
Narmada Behera Sat, 19 Oct 2024-1:02 pm,
Viral Video: ନିକଟରେ ପୁଣି ଥରେ ସାହୁ ଭାଉଜ ମଞ୍ଚରେ ଅଶ୍ଲୀଳ ନୃତ୍ୟ ପରିବେଶଣ କରିଥିବା ଦେଖିବାକୁ ମିଳିଥିଲା। ଯାତ୍ରା ମଞ୍ଚରେ ଦିନକୁ ଦିନ ଅଶ୍ଲୀଳକା ବଢିବାରେ ଲାଗିଛି। ତେବେ, ଏହାରି ଭିତରେ ଆଉ ଜଣେ ଓଡି଼ଆ ଭାଉଜଙ୍କ ଭିଡିଓ ନଦୀକୂଳରୁ ଭାଇରାଲ୍ ହେବାରେ ଲାଗିଛି । ଦେଖନ୍ତୁ ଭିଡିଓ...