Viral Video: ପୁଣି ଥରେ ସୋସିଆଲ୍ ମିଡିଆରେ ନିଆଁ ଲଗାଇଲା ଏହି ଭାଉଜଙ୍କ ଭିଡିଓ, ଦେଖନ୍ତୁ

Narmada Behera Sat, 12 Oct 2024-9:20 am,

  Viral Video: ଗତକିଛି ଦିନ ତଳେ ଜଣେ ଯାତ୍ରା ସାହୁ ଭାଉଜ ଅଭିନେତ୍ରୀ ମଞ୍ଚ ଉପରେ ଅଶ୍ଲୀଳ ନୃତ୍ୟ କରି ଭାଇରାଲ୍ ହୋଇଥିଲେ। ଆଉ ପରେ କ୍ଷମା ମଧ୍ୟ ମାଗିଥିଲେ। କିନ୍ତୁ ସେ ସୁଧୁରି ନଥିଲେ। ତେବେ, ଏହାରି ଭିତରେ ଆଉ ଜଣେ ଓଡିଆ ଭାଉଜ ମଧ୍ୟ ନିଜର ଜଲଓ୍ବା ଦେଖାଇଛନ୍ତି। ଯାହା ଏବେ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହେଉଛି। ଦେଖନ୍ତୁ ଭିଡିଓ...

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link