Viral Song: ମିଠା ଗୀତ ଗାଇ ହୃଦୟ ଜିତୁଛନ୍ତି ଏହି ଯୁବକ, ଦେଖନ୍ତୁ ଭିଡିଓ

ସୌଭାଗ୍ୟ ରଞ୍ଜନ ମିଶ୍ର Thu, 31 Aug 2023-5:43 pm,

Viral Song: କଥାରେ ଅଛି କଳା କେବେ ଲୁଚି ରହେନା । ସୋସିଆଲ ମିଡିଆ ମାଧ୍ୟମରେ ଖୁବ ଲୋକପ୍ରିୟତା ସାଉଣ୍ଟି ପାରିଛନ୍ତି ଏହି ଯୁବକ । ଖୁବ ମିଠା ସ୍ୱରରେ ଗୀତ ଗୁଡିକୁ ଗାଇପାରୁଥିବାରୁ ନିମିଷକରେ ତାଙ୍କ ଗୀତ ଗୁଡିକ ହୋଇଯାଉଛି ଭାଇରାଲ୍ । ଅନେକ ଲୋକ ଲାଇକ୍ ଓ କମେଣ୍ଟ ଦେଇ ଯୁବ କଣ୍ଠଶିଳ୍ପୀଙ୍କୁ ପ୍ରଶଂସା କରୁଛନ୍ତି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link