Video: `ମହାଲ ମାଣ୍ଡା` ପାଇଁ ଚର୍ଚ୍ଚାରେ ଥିବା ଗିରିଜାଙ୍କର ଏହି ଭିଡିଓ ଭାଇରାଲ୍

ସୌଭାଗ୍ୟ ରଞ୍ଜନ ମିଶ୍ର Mon, 02 Oct 2023-9:34 pm,

Video: କୋଭିଡ ସମୟରେ ସେ ୟୁଟୁବ ମାଧ୍ୟମରେ ଲୋକପ୍ରିୟତା ହାସଲ କରିଥିଲେ । କାକା ନାମରେ ସାରା ରାଜ୍ୟରେ ଲୋକଙ୍କ ନିକଟରେ ସେ ବେଶ୍ ପରିଚିତ ହୋଇଥିଲେ । ବର୍ତ୍ତମାନ 'ମହାଲ ମାଣ୍ଡା' କମେଡି ମାଧ୍ୟମରେ ସାରା ଓଡ଼ିଶାରେ ଲୋକଙ୍କ ଅତିପ୍ରିୟ ହୋଇପାରିଛନ୍ତି ହାସ୍ୟ ଅଭିନେତା ଗିରିଜା ଶଙ୍କର । ଅନେକ କଳାକାରଙ୍କ ସ୍ୱରକୁ ନକଲ କରିବାର କଳା ରହିଛି ଗିରିଜାଙ୍କ ନିକଟରେ । ଏହା ହେଉଛି ଏକ ଗୀତ ରେକଡିଂ ସମୟର ଦୃଶ୍ୟ ଯାହା ସୋସିଆଲ ମିଡିଆରେ ଖୁବ ଭାଇରାଲ୍ ହେବାରେ ଲାଗିଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link