Odisha Big News: ଚିକେନ୍ ଖାଇ ହସ୍ପିଟାଲରେ ଭର୍ତ୍ତି ହେଲେ ୧୧ ଜଣ..

ପ୍ରିୟମ୍ବଦା ରଣା Thu, 21 Sep 2023-2:29 pm,

Odisha Big News: କେନ୍ଦୁଝର ଜିଲ୍ଲାର ନନ୍ଦିପଦା ଥାନା ଅମୃତପୁର ଗାଁ ରେ ବିଷାକ୍ତ ଖାଦ୍ଯ ଖାଇ ୧୧ ଜଣ ଅସୁସ୍ଥ ହୋଇଛନ୍ତି । ସମସ୍ତ ଅସୁସ୍ଥ ଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତି କରାଯାଇଛି । ସେମାନଙ୍କ ମଧ୍ଯରେ ୨ ପୁରୁଷ , ୩ଜଣ ମହିଳା ଓ ୬ଜଣ ଶିଶୁ ଅଛନ୍ତି । ଗତକାଲି ଗାଁ ର ଅନନ୍ତ ନାରାୟଣ ଦାସଙ୍କ ପରିବାର ଚିକେନ୍ ଆଣି ରାନ୍ଧି ଖାଇବାର କିଛି ସମୟପରେ ଜଣଙ୍କପରେ ଜଣେ ଅସୁସ୍ଥ ହୋଇଥିଲେ l ସମସ୍ତ ଙ୍କୁ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link