Odisha news: ପୁରୀରେ ଆଉ ଏକ ଜଘନ୍ୟ ହତ୍ୟାକାଣ୍ଡ

ପ୍ରିୟମ୍ବଦା ରଣା Thu, 31 Aug 2023-12:23 pm,

Odisha news: ପୁରୀରେ ପୁଣି ଜଘଣ୍ଯ ହତ୍ଯାକାଣ୍ଡ। ପୂର୍ବ ଶତୃତାକୁ କେନ୍ଦ୍ରକରି ଗତକାଲି ସଂନ୍ଧ୍ଯାରେ ହୋଇଛି ହତ୍ଯାକାଣ୍ଡ। ପୁରୀ କୁମ୍ଭାରପଡା ଥାନା ଜଟିଆବାବାଜୀ ଛକ ଜଳଖିଆ ଦୋକାନରେ ବସିଥିବା ବେଳେ ସଣ୍ଡୁଆସୀ ଓ ଲୁହାଛଡରେ ପିଟିପିଟି ହତ୍ଯା। ମୃତକ ହେଉଛନ୍ତି ବଳଗଣ୍ଡି ରାୟବାହାଦୁର ଲେନ ଗୋପବନ୍ଧୁ କଲୋନୀର ମୁରଲୀ ନାୟକଙ୍କ ପୁଅ ନଡୁ ନାୟକ ବୋଲି ଜଣାପଡିଛି। କୁମ୍ଭାରପଡା ପୁଲିସ ମୃତଦେହକୁ ଜବତ କରିବା ସହ ଶବବ୍ଯବଚ୍ଛେଦ ପାଇଁ ସଦର ହସପିଟାଲକୁ ପଠାଯାଇଛି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link