Odisha Big News: ନଜର ପକାନ୍ତୁ ଆଜିର ୫ଟି ବଡ଼ ଖବର ଉପରେ

ପ୍ରିୟମ୍ବଦା ରଣା Tue, 15 Aug 2023-2:16 pm,

Odisha Big News: ଆଜି ସାରା ଦେଶ ପାଳୁଛି ୭୭ତମ ସ୍ୱାଧୀନତା ଦିବସ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୧୦ମ ଥର ପାଇଁ ଦିଲ୍ଲୀର ଐତିହାସିକ ଲାଲକିଲା ପ୍ରାଚୀରରେ ତ୍ରିରଙ୍ଗା ଉଡ଼ାଇଛନ୍ତି । ସ୍ୱାଧିନତାର ୭୬ ବର୍ଷ ପୂର୍ତ୍ତି ଅବସରରେ ସାରା ଦେଶରେ ଆଜି ଉତ୍ସାହର ବାତାବରଣ ଦେଖିବାକୁ ମିଳିଛି।ସାରା ଦେଶ ସହ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱାଧୀନତା ଦିବସ ପାଳନ କରାଯାଇଛି।ରାଜଧାନୀ ଭୁବନେଶ୍ୱର ହୋଇଯାଇଛି ତ୍ରିରଙ୍ଗାମୟ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link