Odisha Big News: ରାଜ୍ୟର ୫ ଟି ବଡ଼ ଖବର କେବଳ ଚୁଟକି ରେ...

Sat, 12 Aug 2023-12:33 pm,

କେନ୍ଦୁଝରର ଆନନ୍ଦପୁର ର ସୁଶାନ୍ତ ଖୁଣ୍ଟିଆ । କାନ୍ଦ ବୋବାଳି ରେ ଫାଟିପଡୁଛି କେନ୍ଦୁଝର ଜନ୍ମମାଟି। ଓଡିଶା ଝାଡଖଣ୍ଡ ସୀମାନ୍ତ ସରଣ୍ଡା ସିଂହଭୂମି ଜଙ୍ଗଲ ରେ ନକ୍ସଲ ଓ ସି ଆର ପି ଯବାନ ଙ୍କ ମଧ୍ୟ ରେ ଗୁଳିବିନିମୟ ହୋଇଥିଲା। ପ୍ରେମିକ ଘର ଆଗରେ ଦୀପିକାଙ୍କ ଧାରଣା ଘଟଣାରେ ନୂଆ ଟ୍ୱିଷ୍ଟ । DNA ରିପୋର୍ଟର ଏକ ଫ୍ଲେକ୍ସ ଲଗାଇ ଧାରଣା ଦେଲେ କେ ଦୀପିକା...ଜନ୍ମିତ ପୁଅ କେ ଦିନେଶଙ୍କ ର ବୋଲି ରିପୋର୍ଟରେ ଉଲ୍ଲେଖ । ରୋଗୀ ମୃତ୍ୟୁକୁ ନେଇ ଭଦ୍ରକରେ ଏକ ଘରୋଇ ହସ୍ପିଟାଲରେ ଉତେଜନା । ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ଅଧିନସ୍ଥ କଟସାହି ପଞ୍ଚାୟତର ଗୁହାଳୀପାଳ ଗ୍ରାମର ବସନ୍ତ ପାତ୍ର ଙ୍କ ସ୍ତ୍ରୀ ସଞ୍ଜୁଲତା ପାତ୍ର ଙ୍କର ଟ୍ୟୁମର ହୋଇଥିଲା ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link