Odisha Big News: ରାଜ୍ୟର ୫ ଟି ବଡ଼ ଖବର କେବଳ ଚୁଟକି ରେ...

Wed, 16 Aug 2023-4:33 pm,

ପୁଣି ବଜ୍ରାଘାତ ରେ ଜଣେ ମୃତ, ଦୁଇ ଆହତ। ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡ଼ା ଥାନା ଅନ୍ତର୍ଗତ ଦଲମକୁଚା ଦେଓ ଦେବପୁର ଠାରେ । ଅଞ୍ଚଳରେ ବଜ୍ରାଘାତ ହେବାରୁ ଜଣେ ମୃତ୍ୟୁ ବରଣ କରିଥିବା ବେଳେ ଦୁଇଜଣ ଆହତ ହୋଇଛନ୍ତି । ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ଅମଠପୁର ପଞ୍ଚାୟତ ର ପାଲଟପୁର ଗାଁ ବିରୂପା ନଦୀରେ କୁମ୍ଭୀର ଆତଙ୍କ l ମହିଳା ଜଣଙ୍କ ଗାଧୋଇବାକୁ ଯାଇଥିଲା ମହିଳାଙ୍କୁ କୁମ୍ଭୀର ଟାଣି ନେଇଯାଇଥିଲା l ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ମହିଳାର ମୃତଦେହ ଉଧାର କରିଛି l ମହିଳା ଜଣଙ୍କ ପାଲଟପୁର ଗାଁର ଯୋଷ୍ଣାରାଣୀ ଜେନା ବୟସ ୩୫ l

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link