Odisha Big News: ରାଜ୍ୟର ୫ ଟି ବଡ଼ ଖବର କେବଳ ଚୁଟକିରେ...
Aug 24, 2023, 12:39 PM IST
Odisha Big News: ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ିଜନିତ ବର୍ଷା ଜାରି ରହିଛି। ମୌସୁମୀ ନିଷ୍କ୍ରିୟ ଯୋଗୁଁ ରାଜ୍ୟରେ ଗୁଳୁଗୁଳି ବୃଦ୍ଧି ହେବା ସହ ବଙ୍ଗୋପସାଗରରୁ ଆସୁଥିବା ଜଳୀୟବାଷ୍ପପୂର୍ଣ୍ଣ ବାୟୁ ଯୋଗୁଁ ଏହିପରି ସ୍ଥିତି ସୃଷ୍ଟି ହୋଇଛି। ଜଗତସିଂହପୁର ସଦର ଥାନା ଚାରି ବାଟିଆ ଗାଁରେ ଅଘଟଣ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ । ଖୋର୍ଦ୍ଧା ଅବକାରୀ ବିଭାଗର ଚଢ଼ାଉ। ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ଜବତ କରିବା ସହ ଜଣେ ମହିଳାଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି .