Odisha Big News: ରାଜ୍ୟର ୫ ଟି ବଡ଼ ଖବର କେବଳ ଚୁଟକିରେ...

ପ୍ରିୟମ୍ବଦା ରଣା Thu, 10 Aug 2023-12:45 pm,

Odisha Big News: ରାଜ୍ୟର ୫ ଟି ବଡ ଖବର ଦେଖନ୍ତୁ କେବଳ ଜୀ ଓଡ଼ିଶା ନ୍ୟୁଜରେ । ସକାଳୁ ସକାଳୁ ରାଜଧାନୀ ଭୁବନେଶ୍ୱରରେ ଅଘଟଣ। ଭୁବନେଶ୍ୱର ଚନ୍ଦ୍ରଶେଖରପୁର ନିକଟସ୍ଥ ନନ୍ଦନବିହାରରେ ଘଟିଛି ଅଗ୍ନିକାଣ୍ଡ।ସକାଳୁ ସକାଳୁ ରାଜଧାନୀ ଭୁବନେଶ୍ୱରରେ ଅଘଟଣ। ଭୁବନେଶ୍ୱର ଚନ୍ଦ୍ରଶେଖରପୁର ନିକଟସ୍ଥ ନନ୍ଦନବିହାରରେ ଘଟିଛି ଅଗ୍ନିକାଣ୍ଡ।ପୁରୀର ବାଲୁକାଶିଳ୍ପୀ ସୁଦାମ ପ୍ରଧାନ ମୁମ୍ବାଇର ଭିଭିଆନ୍‌ ମଲ୍‌ଠାରେ ଚନ୍ଦ୍ରଯାନ-୩ ଉପରେ ବାଲୁକାକଳା ପ୍ରସ୍ତୁତ୍ କରିଛନ୍ତି। ଚନ୍ଦ୍ରଯାନ-୩ର ସଫଳତା ଉପଲକ୍ଷେ ସେ ଏହି ବାଲୁକା କଳା ପ୍ରସ୍ତୁତ୍ କହିଛନ୍ତି। ଖୋର୍ଦ୍ଧାର ଖଣି ମାଫିଆ ତଥା ଭୁବନେଶ୍ୱର ପୋଲିସ ପଞ୍ଝାରେ ଧରା ପଡ଼ିଥିବା ପ୍ରକାଶ ରାଉତରାୟଙ୍କ କ୍ରସରରେ ଆଜି ଖୋର୍ଦ୍ଧା ତହସିଲଦାର, ସଦର ଥାନା ଓ ଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଚଢାଉ କରି କ୍ରସର ବସିଥିବା ଜମିର ମାପଚୁପ କରାଯାଇଛି । 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link