Odisha Crime: ଥଣ୍ଡାଦେଇ ପିଲା ଚୋରୀ କରୁଥିଲା ଯୁବକ, ଦେଖନ୍ତୁ ଏହି ଭିଡିଓ
Odisha Crime: ଦୋକାନରେ ଖେଳୁଥିଲା ୭ ବର୍ଷର କୁନି ଝିଅ। ଜଣେ ଯୁବକ ଆସି ଦୋକାନରେ ଜଳଖିଆ ଖାଇଲେ ଓ ଛୋଟ ଝିଅ କୁ ମାମୁଁ ବୋଲି ପରିଚୟ ଦେଇ ଥଣ୍ଡା ଦେଲା। ଝିଅ ର ଜେଜେମା ଅନ୍ୟ ଜଣଙ୍କୁ ଜଳଖିଆ ଦେବାବେଳେ ଅନ୍ୟମନସ୍କ ର ସୁଯୋଗ ଦେଖି ୭ ବର୍ଷ ର ଝିଅକୁ ନେଇ ଦୌଡିଲା ଯୁବକ। ଏଭଳି ଘଟଣା ଘଟିଛି ପାରାଦୀପ ଲକ୍ ଥାନା ଅଧିନ ବିଶ୍ବାଳି ବଜାରରେ। ଯୁବକ କୁ ପ୍ରଥମେ ଝିଅ ର ଜେଜେମା ଦେଖି ପାଟି କରିବା ସହିତ ଦୌଡି ଦୌଡି ଯୁବକକୁ ଧରି ଥିଲେ।