Odisha Crime: କଟକରେ ଛାତିଥରା ଦୃଶ୍ୟ, ଦୋକାନ ଭିତରେ ପଶି ସ୍ୱାମୀଙ୍କୁ ହତ୍ୟା ! ବଞ୍ଚିବାକୁ ସଙ୍ଘର୍ଷ କରୁୁଛନ୍ତି ସ୍ତ୍ରୀ, ଦେଖନ୍ତୁ ଏହି ଭିଡିଓ..

Thu, 05 Oct 2023-3:26 pm,

disha Crime: କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ କୁଳିଆ ବଜାର ରେ ଥିବା ଏକ ଚା-ଜଳଖିଆ ଦୋକାନ ର ମାଲିକ ଓ ତାଙ୍କ ପତ୍ନୀ ଦୋକାନ ଘରେ ଶୋଇଥିବା ଅବସ୍ଥାରେ ମରଣାନ୍ତକ ଆକ୍ରମଣ। ଆକ୍ରମଣ ରେ ସ୍ବାମୀ ହରେକୃଷ୍ଣ ପୃଷ୍ଟି ମୃତ ପତ୍ନୀ ଅନ୍ନପୂର୍ଣ୍ଣା ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର। ସକାଳୁ ସକାଳୁ ସ୍ଥାନୀୟ ଲୋକେ ଚାହା ପିଇବାକୁ ଆସିଥିବା ବେଳେ ଘଟଣା ସଂପର୍କରେ ଜାଣି ପରିବାର ଙ୍କୁ ଏବଂ ପୋଲିସ ଖବର ଦେଇଥିଲେ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link