ଜୋରଦାର ଭାଇରଲ ହେଉଛି ଧାମନଗର ବିଧାୟକ ସୁରଜଙ୍କ ବିଧାନସଭାରେ ଦିଆଯାଇଥିବା ଭାଷଣ, ଦେଖନ୍ତୁ ଏହି ଭିଡିଓ

Sat, 04 Mar 2023-7:57 pm,

Suryashunhi Suraj assembly speech Video: ସୋସିଆଲ ମିଡିଆରେ ଭାଇରଲ ହେଉଛି ଧାମନଗର ବିଧାୟକ ସୁରଜ ସୂର୍ଯ୍ୟବଂଶୀଙ୍କ ବିଧାନସଭାରେ ଦିଆଯାଇଥିବା ଭାଷଣ । ନିଜେ ଧାମନଗର ବିଧାୟକ ଏହାକୁ ଫେସବୁକରେ ସେୟାର କରିଛନ୍ତି । ଏହି ଭିଡିଓରେ ସେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବ ଉପରେ ନିଜ ପ୍ରତିକ୍ରିୟା ରଖୁଥିବାର ଜଣା ପଡିଛି । ନିଜର ଏହି ପ୍ରତିକ୍ରିୟାରେ ସେ ଓଡ଼ିଶାର ବିଜେଡି ସରକାରଙ୍କୁ  ଜୋରଦାର ଟାର୍ଗେଟ କରିବାର ମଧ୍ୟ ନଜର ଆସୁଛନ୍ତି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link