Drivers Protest: ଧାରଣାରେ ଓଡ଼ିଶା ଡ୍ରାଇଭର ମହାସଂଘ, ଯାତାୟତ ପ୍ରଭାବିତ, ଦେଖନ୍ତୁ ଏହି ଭିିଡିଓ

ପ୍ରିୟମ୍ବଦା ରଣା Sat, 06 Jan 2024-3:38 pm,

Driver Strike: ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ଆଜି ଠାରୁ ଷ୍ଟିୟରିଂ ଛାଡ ଆନ୍ଦୋଳନ କରାଯାଇଛି। କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ର ନୂତନ ପରିବହନ ନୀତିକୁ ବିରୋଧ କରି ଡ୍ରାଇଭର ମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଡ୍ରାଇଭରମାନେ ଦୁର୍ଘଟଣା କଲେ ସାତ ଲକ୍ଷ ଟଙ୍କା ଜୋରିମାନା ଏବଂ ଦଶ ବର୍ଷ ଜେଲ ଦଣ୍ଡ ପାଇଁ ଆଇନ୍ ର ବ୍ୟବସ୍ଥା ରହିଛି। ମାତ୍ର ଡ୍ରାଇଭର ମହାସଂଘ ପକ୍ଷରୁ କୁହାଯାଇଛି ଯେ ଡ୍ରାଇଭର ପକ୍ଷରୁ ଜୋରିମାନା ଦେବା ସମ୍ଭବ ପର ନୁହେଁ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link