Viral Video: ଯାତ୍ରା ମଞ୍ଚରୁ ନୁହେଁ ଛାତ ଉପରୁ ଭାଇରାଲ୍ ହେଲା ଆଉ ଜଣେ ଭାଉଜଙ୍କ ଭିଡିଓ, ଦେଖନ୍ତୁ

Narmada Behera Thu, 10 Oct 2024-11:14 am,

Viral Video: ଗତକିଛି ଦିନ ତଳେ ଯାତ୍ରା ମଞ୍ଚ ଉପରେ ସାହୁ ଭାଉଜ ଅଶ୍ଲୀଳ ନୃତ୍ୟ ପରିବେଶଣ କରି ଚର୍ଚ୍ଚାକୁ ଆସିଥିଲେ। ପରେ ରାଜ୍ୟବାସୀଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ। କିନ୍ତୁ ସେ ସବୁକୁ ଭୁଲି ଯାଇ ପୁଣି ଥରେ ମଞ୍ଚର ଅଶ୍ଲୀଳ ନୃତ୍ୟୁ ପରିବେଷଣ କରୁଛନ୍ତି। ତେବେ, ଏହାରି ଭିତରେ ଆଉ ଜଣେ ଓଡି଼ଆ ଭାଉଜଙ୍କ ଭିଡିଓ ଭାଇରାଲ୍ ହେବାରେ ଲାଗିଛି। ଦେଖନ୍ତୁ ଛାତ ଉପରେ ମହିଳାଙ୍କ ଜଣକ କଣ କରୁଛନ୍ତି....  

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link