Singing Video: ବ୍ୟକ୍ତିଙ୍କ ଗୀତ ଶୁଣି ଆପଣ ହସି ହସି କାନ୍ଦିପକାଇବେ! ଜୋରଦାର ଭାଇରଲ ହେଉଛି ତାଙ୍କର ଏହି ଭିଡ଼ିଓ

ଜୀ ଓଡ଼ିଶା ଡେସ୍କ Tue, 20 Jun 2023-2:56 pm,

Singing Video: ଏହି ବ୍ୟକ୍ତି ଜଣକ 'ପରଦେଶୀ ପରଦେଶୀ' ଗୀତକୁ ଏପରି ଭାବରେ ଗାଉଛନ୍ତି ଯେ, ଯାହାକୁ ଶୁଣିବା ପରେ ଯେକେହି ବି ନିଜ ହସ ବନ୍ଦ କରିପାରିବେ ନାହିଁ । ସୋସିଆଲ ମିଡିଆରେ ଏହି ଭିଡିଓ ଜୋରଦାର ଭାଇରାଲ ହେବାରେ ଲାଗିଛି । ଏହି ଗୀତ ଶୁଣିବା ପରେ ଲୋକ ମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି ।  

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link