Singing Video: ବ୍ୟକ୍ତିଙ୍କ `ଜାନେ ମନ୍ ଚୁପକେ` ଗୀତ ଶୁଣି ହସି ହସି ଗଡିଯିବେ! ଜୋରଦାର ଭାଇରଲ ହେଉଛି ଏହି ଭିଡ଼ିଓ

ଜୀ ଓଡ଼ିଶା ଡେସ୍କ Wed, 09 Aug 2023-8:58 pm,

Singing Video: ଆପଣ ଏହି ଭିଡିଓରେ ଦେଖିପାରିବେ ଯେ ଜଣେ ବ୍ୟକ୍ତି  'ଜାନେ ମନ୍ ଚୁପକେ ଚୁପକେ' ହିନ୍ଦି ଗୀତକୁ ଏକ ନିଆରା ଶୈଳୀରେ ଗାଉଛନ୍ତି ଯେ, ଯାହାକୁ ଶୁଣିବା ପରେ ଆପଣ ମଧ୍ୟ ମଥାରେ ହାତଦେବେ । ସୋସିଆଲ ମିଡିଆରେ ଏହି ଭିଡିଓ ବର୍ତ୍ତମାନ ଜୋରଦାର ଭାଇରାଲ ହେବାରେ ଲାଗିଛି । ଏହି ଗୀତ ଶୁଣିବା ପରେ ଲୋକ ମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । ଏହାକୁ ଇନ୍ଷ୍ଟାଗ୍ରାମରେ ଜଣେ ୟୁଜର ସେୟାର କରିଛନ୍ତି । ଦେଖନ୍ତୁ ଏହି ଭାଇରାଲ୍ ଭିଡିଓ ।  

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link