Odisha Big News: ରାଜ୍ୟର ୫ ଟି ବଡ଼ ଖବର କେବଳ ଚୁଟକିରେ...

ପ୍ରିୟମ୍ବଦା ରଣା Sun, 27 Aug 2023-12:49 pm,

Odisha Big News: ମୌସୁମୀ ନିମ୍ନଚାପ ରେଖାର ପଶ୍ଚିମ ଭାଗ ହିମାଳୟର ପାଦଦେଶରେ ଅବସ୍ଥାନ କରୁଥିବା ବେଳେ ଗତ କାଲି ଏହାର ପୂର୍ବ ଭାଗ ଉତ୍ତରପ୍ରଦେଶର ଗୋରଖପୁରରୁ ବାହାରି ବିହାରର ପଟନା, ବାଙ୍କୁରା ମଧ୍ୟ ଦେଇ ପଶ୍ଚିମବଙ୍ଗର ଦିଘାରୁ ଦକ୍ଷିଣପୂର୍ବ ଦିଗରେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଯାଏଁ ଲମ୍ୱିଛି।ଚଳିତ ରାକ୍ଷୀ ପୂର୍ଣ୍ଣିମାକୁ ନେଇ ଅନେକଙ୍କ ମଧ୍ୟରେ ଦ୍ବନ୍ଦ ସୃଷ୍ଟି ହୋଇଛି । ଅଧିକାଂଶ ଲୋକେ ରାକ୍ଷୀ ପୂର୍ଣ୍ଣିମା ଅଗଷ୍ଟ ୩୦ରେ କହୁଥିବା ବେଳେ ଆଉ କେତେକ ଲୋକେ ରାକ୍ଷୀ ପୂର୍ଣ୍ଣିମା ୩୧ ରେ ପଡୁଛି ବୋଲି କହୁଛନ୍ତି । ଭଦ୍ରକ ଜିଲ୍ଲା ତିହିଡି ଥାନାରେ କାର୍ଯ୍ୟରତ କନେଷ୍ଟବଳ ତୋଫାନ ପାତ୍ରଙ୍କ ଆତ୍ମହତ୍ୟା । ପରିବାରିକ କଳହରୁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link