Olive Ridley Turtles: ନଭେମ୍ବର ୧ରୁ ଗହିରମଥାରେ ଆରମ୍ଭ ହେବ ମିଶନ ଅଲିଭ ରିଡ଼ଲେ..

ଜୀ ଓଡ଼ିଶା ଡେସ୍କ Tue, 31 Oct 2023-12:44 pm,

Mission Olive Ridley: ନଭେମ୍ବର ୧ ତାରିଖରୁ କଇଁଛମାନଙ୍କ ପ୍ରଜନନ ଆରମ୍ଭ ହେବାକୁ ଯାଉଥିବାବେଳେ ସୁରକ୍ଷା ରେ ନିୟୋଜିତ ଥିବା ୨ଟି ସ୍ପିଡି ବୋଟ୍ଟ ମଧ୍ୟରୁ ୧ଟି ଏବେ ସୁଦ୍ଧା ଅଚଳହୋଇ ପଡ଼ିରହିଛି । ତେବେ କିପରି କଇଁଛ ସୁରକ୍ଷା ପାଇଁ ପାଟ୍ରୋଲିଙ୍ଗ ହେବ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link