Odisha Police: ବାହାର ରାଜ୍ୟର ଦୁଇ ଲୁଟେରାଙ୍କୁ କାବୁ କଲା କମିଶନରେଟ୍ ପୋଲିସ

ପ୍ରିୟମ୍ବଦା ରଣା Thu, 18 Jan 2024-4:33 pm,

ଭୁବନେଶ୍ୱରର ବିଭିନ୍ନ ଆପାର୍ଟମେଣ୍ଟରୁ ଚୋରି କରୁଥିବା ବାହାର ରାଜ୍ୟର ଦୁଇ ଲୁଟେରାଙ୍କୁ କାବୁ କଲା କମିଶନରେଟ୍ ପୋଲିସ, ଅଢେଇ ଲକ୍ଷ ଟଙ୍କା ସହ ଗୋଟିଏ ଦାମୀ କାର ଜବତ । ଭୁବନେଶ୍ୱର ଏସିପିଙ୍କ ପ୍ରେସମିଟ

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link