Odisha Congress: ଶ୍ରୀମନ୍ଦିର ସମ୍ମୁଖରେ କଂଗ୍ରେସର ବିଶାଳ ସଂକୀର୍ତ୍ତନ ସତ୍ୟାଗ୍ରହ..
ପ୍ରିୟମ୍ବଦା ରଣା Thu, 09 Nov 2023-2:46 pm,
Odisha Politics : ଶ୍ରୀମନ୍ଦିର ସମ୍ମୁଖରେ କଂଗ୍ରେସର ବିଶାଳ ସଂକୀର୍ତ୍ତନ ସତ୍ୟାଗ୍ରହ । ଅଭିନବ ଢଙ୍ଗରେ କଂଗ୍ରେସ କର୍ମି କଲେ ସତ୍ଯାଗ୍ରହ। ଶହଶହ କର୍ମି ଏହି ସତ୍ଯାଗ୍ରହ ରେ ସାମିଲ ହେବା ସହ ଶ୍ରୀମନ୍ଦିର ସମ୍ମୁଖରେ ସଂକୀର୍ତ୍ତନ କରୁଥିବା ଦେଖିବାକୁ ମିଳିଛି।