Dance Video: କୁନି ଝିଅରେ ସମ୍ବଲପୁରୀ ଗୀତରେ ନାଚ ଆପଣଙ୍କୁ କରିଦେବ ଦିୱାନା, ଦେଖନ୍ତୁ ଭିଡିଓ

Jagdish Barik Thu, 19 Oct 2023-7:03 pm,

Sambalpuri Viral Dance Video: ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଚାଗ୍ରାମରେ ଏକ ଛୋଟ ଝିଅର ଡ୍ୟାନ୍ସ ଭିଡିଓ ଜୋରଦାର ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଝିଅଟି 'ଫୁଲୁକା ଫୁଲୁକା ଗାଲ' ସମ୍ବଲପୁରୀ ଗୀତରେ ଶାଢ଼ୀ ପିନ୍ଧି ନାଚୁଥିବାର ନଜର ଆସୁଛନ୍ତି । ଏହି ଡ୍ୟାନ୍ସ ଭିଡିଓକୁ ଲୋକମାନେ ବହୁତ ପସନ୍ଦ କରୁଛନ୍ତି । ଦେଖନ୍ତୁ ଭିଡିଓ-

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link