Odisha Viral Video: ନାଗର ବିକଟାଳ ଗର୍ଜନ, ଦେଖନ୍ତୁ ପାଟିରୁ ଅଣ୍ଡା କାଢିବାର ଦୃଶ୍ୟ
ଜୀ ଓଡ଼ିଶା ଡେସ୍କ Fri, 21 Jul 2023-12:04 pm,
Odisha Viral Video: ନାଗର ବିକଟାଳ ଗର୍ଜନ, ଦେଖନ୍ତୁ ପାଟିରୁ ଅଣ୍ଡା କାଢିବାର ଦୃଶ୍ୟ । କୁକୁଡ଼ା ଭାଡ଼ିରୁ ଅଣ୍ଡା ଚୋରି କରୁଥିଲା ନାଗ। କିନ୍ତୁ ଆଜି ଧରାପଡ଼ିଗଲା। ଆଉ ଗାଁ ଦାଣ୍ଡରେ ଅଣ୍ଡା ଓଗାଳିଲା ନାଗ ସାପ। ଏଭଳି ଛାତିଥରା ଭିଡ଼ିଓ ଦେଖିବାକୁ ମିଳିଛି ଉଦଳା ବନାଞ୍ଚଳ ଅଧୀନ ରାଇଦାଣ୍ଡିଆ ଗ୍ରାମରେ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଜୋରସୋରରେ ଭାଇରାଲ ହେବାରେ ଲାଗିଛି।