Weather Report: ବର୍ଷାରେ ଭିଜିବ ରଥଯାତ୍ରା, ଆସନ୍ତାକାଲିରୁ ୯ ତାରିଖ ଯାଏଁ ପ୍ରବଳ ବର୍ଷା ସମ୍ଭାବନା

Sat, 06 Jul 2024-4:26 pm,

ଘୂର୍ଣ୍ଣିବଳୟ ପ୍ରଭାବରେ ୭ ରୁପ୍ରବଳ ବର୍ଷା ସମ୍ଭାବନା, ଭିଜିବ ରଥଯାତ୍ରା। ପୁର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୁର୍ଣ୍ଣିବଳୟ। ପ୍ରଭାବରେ ମୌସୁମୀ ଅଧିକ ସକ୍ରିୟ ହୋଇଥିବା ବେଳେ ଆଗାମୀ ୫ ଦିନ ଯାଏ ରାଜ୍ୟରେ ବିଜୁଳି ଘଡଘଡି ସହ ବର୍ଷା ହେବାକୁ ଥିବା ବେଳେ ୬ ରୁ ପ୍ରବଳ ବର୍ଷା। ୭ ରେ ଭାରିବର୍ଷା ଥିବାବେଳେ ଭିଜିବ ରଥଯାତ୍ରା। ଆସନ୍ତା ୨୪ଘଣ୍ଟାରେ ରାଜ୍ୟରେ ଅନେକ ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ଓ ପାଗ ମୁଖ୍ୟତଃ ମେଘୁଆ ରହିବ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link