Weather Report: ଆସନ୍ତା କାଲି ଗଭୀର ଅବପାତର ରୂପ ନେବ ଲଘୁଚାପ, ୪ରୁ ରାଜ୍ୟରେ ପ୍ରବଳ ବର୍ଷା..

ପ୍ରିୟମ୍ବଦା ରଣା Fri, 01 Dec 2023-7:17 pm,

Weather Report: ବାତ୍ୟା ‘ମିଚାଉଙ୍ଗ’(Cyclone Michaung)କୁ ନେଇ ଏକ ବଡ଼ ଅପଡେଟ୍ ବର୍ତ୍ତମାନ ସାମ୍ନାକୁ ଆସିଛି। ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ (low pressure)। ଆସନ୍ତା ୪ ତାରିଖ ଭୋର ସୁଦ୍ଧା ଏହା ଉତ୍ତର ତାମିଲନାଡୁ -ଦକ୍ଷିଣ ଆନ୍ଧ୍ର ଉପକୂଳ ପାଖରେ ପହଞ୍ଚିବା ଅନୁମାନ କରାଯାଉଛି। ଏହା ପରେ ସାମ୍ଭାବ୍ୟ ବାତ୍ୟାର ଗତିପଥ ନେଇ କିଛି ସ୍ପଷ୍ଟ ଆକଳନ କରାଯାଇନି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link