Weather Report: ପୁଣି ଭିଜିବ ଓଡି଼ଶା। ରାଜ୍ୟକୁ ପୁଣି ଆସୁଛି ଆଉ ଏକ ଲଘୁଚାପ, ଜାଣନ୍ତୁ ଆଜିର ପାଣିପାଗ ରିପୋର୍ଟ
Weather Update: ପୁଣି ଭିଜିବ ଓଡି଼ଶା। ରାଜ୍ୟକୁ ପୁଣି ଆସୁଛି ଆଉ ଏକ ଲଘୁଚାପ। ବଙ୍ଗୋପସାଗରରେ ହେବାକୁ ଥିବା ଏହି ଲଘୁଚାପ ଘନୀଭୂତ ହୋଇ ଅବପାତ ରୂପ ନେଇପାରେ। ଏନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ତେବେ, ଏହି ଲଘୁଚାପ ଘନୀଭୂତ ହୋଇ ଅବପାତ ଓ ବାତ୍ୟାରେ ପରିଣତ ହେବ ବୋଲି ଜିଏଫଏସ୍ ମଡେଲ୍ ଦର୍ଶାଇଛି।