Weather Report: ରାଜ୍ୟରେ ପୁଣି ଶୀତ ଲହରୀ, ୨ ଦିନ ମଧ୍ୟରେ ହେବ ହାଲୁକା ବର୍ଷା

Sat, 10 Feb 2024-5:26 pm,

କିଛି ଦିନର ବ୍ୟବଧାନ ପରେ ଶୀତ ଫେରିଲା । ପୁଣି ଖସିଲା ପାରଦ । କିଛି ଦିନର ବ୍ୟବଧାନ ପରେ ସମଗ୍ର ରାଜ୍ୟରେ ରାତିର ତାପମାତ୍ରା ସର୍ବନିମ୍ନ ହ୍ରାସ ପାଇଛି । ସୁନ୍ଦରଗଡ କୋରେଇରେ ସର୍ବନିମ୍ନ ୬ ଦଶମିକ ୭ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଉପକୂଳ ଓଡିଶାରେ ମଧ୍ୟ ତାପମାତ୍ରା ଖସି ଯାଇଛି । ଆସନ୍ତା ୨୪ ଘଣ୍ଟା ଯାଏଁ ରାତିରେ ତାପମାତ୍ରାରେ ସେମିତି କିଛି ପରିବର୍ତନ ହେବା ଆଶଙ୍କା ନାହିଁ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link