Weather Report: ରାଜ୍ୟରେ ପ୍ରବଳ ଶୀତ, ଏହି ସବୁ ଜିଲ୍ଲାକୁ ଆଲର୍ଟ! ଜାଣନ୍ତୁ ଆଜିର ପାଣିପାଗ ରିପୋର୍ଟ..

ପ୍ରିୟମ୍ବଦା ରଣା Fri, 12 Jan 2024-8:00 pm,

Weather Update: ପ୍ରବଳ କୁହୁଡ଼ି ଯୋଗୁଁ କଲବଲ ରାଜ୍ୟବାସୀ । ସାରା ଓଡ଼ିଶାରେ ଶୀତର ପ୍ରକୋପ କମ୍ ହୋଇଥିବା ବେଳେ ଘନ କୁହୁଡ଼ିର ପ୍ରଭାବ ଦେଖିବାକୁ ମିଳିଛି। ତେବେ ଆଗାମୀ କିଛି ଦିନ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଦୃଶ୍ୟମାନ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link