Video: ଓଡ଼ିଆ ଅଭିନେତ୍ରୀ ସୁଇଟିଙ୍କ ଭିଡିଓ ଭାଇରାଲ

ସୌଭାଗ୍ୟ ରଞ୍ଜନ ମିଶ୍ର Tue, 22 Oct 2024-10:53 pm,

Video: ଓଡ଼ିଆ ମ୍ୟୁଜିକ ଭିଡିଓ ଏବଂ ଟିଭି ସିରିଏଲ ମାଧ୍ୟମରେ ଦର୍ଶକଙ୍କ ଅତିପ୍ରିୟ ହୋଇପାରିଛନ୍ତି ଅଭିନେତ୍ରୀ ସ୍ୱିଟି ପଟ୍ଟନାୟକ (ସୁଇଟି) । କେବଳ ଟିଭି ପରଦା ନୁହେଁ, ଅନେକ ସମୟରେ ସୋସିଆଲ ମିଡିଆ ମାଧ୍ୟମରେ ଦର୍ଶକଙ୍କ ସହ ଯୋଡି ହୋଇ ରହିବାକୁ ପସନ୍ଦ କରନ୍ତି ସୁଇଟି । ସେଥିପାଇଁ ସେ ଅନେକ ରିଲ୍ସ ପ୍ରସ୍ତୁତ କରି ଅପଲୋଡ କରିଥାନ୍ତି ନିଜ ଫ୍ୟାନ୍ସଙ୍କ ମନୋରଞ୍ଜ ପାଇଁ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link