Video: ନିଜ ନାଚରେ ବାତ୍ୟା କରୁଛନ୍ତି ଏହି ବୟସ୍କ ବ୍ୟକ୍ତି, ଭିଡିଓ ଭାଇରାଲ୍

ସୌଭାଗ୍ୟ ରଞ୍ଜନ ମିଶ୍ର Thu, 24 Oct 2024-10:43 pm,

Video: ଏହି ବ୍ୟକ୍ତିଜଣକ ସତେ ଯେମିତି ବୟସକୁ ଭୁଲି ଯାଇଛନ୍ତି । ବୟସ ମାତ୍ର ଏକ ସଂଖ୍ୟା ଏହାକୁ ପ୍ରମାଣିତ କରିଛନ୍ତି ଏହି ବ୍ୟକ୍ତି । ନିଜ ମଧ୍ୟରେ ଯୁବସୁଲଭ ଗୁଣ ରଖି ଗୋଟିଏ ପରେ ଗୋଟିଏ ରିଲ୍ସ ତିଆରି କରି ସୋସିଆଲ ମିଡିଆରେ ସେୟାର କରୁଛନ୍ତି । ଏହି ବ୍ୟକ୍ତିଙ୍କ ରିଲ୍ସ ଗୁଡିକ ଖୁବ ଭାଇରାଲ ମଧ୍ୟ ହେବାରେ ଲାଗିଛି । ଲୋକମାନେ ବ୍ୟକ୍ତିଙ୍କୁ ଖୁବ ପ୍ରଶଂସା କରୁଥିବା ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link