Video: ଦେଖନ୍ତୁ କାହାର ଜନ୍ମଦିନ ପାଳିଲେ ଅଭିନେତା ବାବୁସାନ, ପୁଣି ଭିଡିଓ ଭାଇରାଲ୍

ସୌଭାଗ୍ୟ ରଞ୍ଜନ ମିଶ୍ର Fri, 11 Oct 2024-6:00 pm,

Video: ଓଲିଉଡ ଅଭିନେତା ବାବୁସାନ ମହାନ୍ତି ଏହି ଭିଡିଓଟିକୁ ନିଜ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଭିଡିଓରେ ଦେଖିବାକୁ ମିଳିଛି ପତ୍ନୀ ଓ ପୁଅଙ୍କ ସହ ଏକ ବିଶେଷ ଉତ୍ସବ ପାଳନ କରୁଛନ୍ତି ବାବୁସାନ । ନିଜ ପୋଷା କୁକୁର ଜନ୍ମଦିନ ଅବସରରେ ଚାଲିଛି କେକ୍ କଟା ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link